ସେହିପରି ହରଡ, ଚଣା, ବିରି, କଦଳୀ ଗଛ, ଆଖୁ, ଧାନ ଗଛ ଆଦି ଫସଲ ନଷ୍ଟ କରିଛି ହାତୀ । ଆଜକୁ ୪ ଦିନ ହେବ ହାତୀ ଫସଲ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ବନ ବିଭାଗକୁ ଖବର ଦେଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଗୁରୁତ୍ତ୍ୱ ଦିଆଯାଉ ନଥିବା କହିଛନ୍ତି ଗ୍ରାମବାସୀ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।