ଏଥିରେ ବେଆଇନ ବାଲିଚାଲାଣରେ ବ୍ୟବହୃତ ଗାଡିକୁ ଜବତ କରାଯିବା ସହ ୧୧ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ସ୍ଥାନରୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ କୌରସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ବେଆଇନ ବାଲି ଚାଲାଣ ସମୟରେ ଚଢାଉ, ୧୧ ଗିରଫ
Download Argus News App
