ତାଙ୍କର ବିୟୋଗରେ ପୁରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ସ୍ଵର୍ଗତ ସ୍ଵାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ ଦୁଇ ଥର ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଦେହ ଅସୁସ୍ଥ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବିଶ୍ୱନାଥ ଦାସଙ୍କ ପରଲୋକ, ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ

ଅର୍ଗସ ବ୍ୟୁରୋ: ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିଣ୍ଢୋଲ ଗ୍ରାମର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ। ଶରୀର ଅସୁସ୍ଥ ହେବାରୁ ବିଶ୍ଵନାଥ ଦାସ କଟକ scb ମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଥିଲେ। ଗତକାଲି ବିଳମ୍ଵିତ ରାତିରେ ତାଙ୍କର ଦେହାନ୍ତ ଘଟିଯାଇଛି।ଦେହାନ୍ତ ବେଳକୁ ବିଶ୍ଵନାଥ ଦାସଙ୍କୁ 106 ବର୍ଷ ହୋଇଥିଲା।
Download Argus News App
