ଅଧିକ ପଢନ୍ତୁ : ନୀତିକାନ୍ତି ବନ୍ଦ କରି ପୋଲିସ ଅଧିକାରୀଙ୍କ ବିରୋଦ୍ଧରେ ଧାରଣା ଦେଲେ ପୂଜାରୀ
ଆଉ ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ ଓ ବିଦ୍ବାନ ଓ ରାଜନୈତିକ ବ୍ୟକ୍ତି ମାନେ ଯୋଗ ଦେଇ ପ୍ରଭୁଙ୍କ କୃପା ଲାଭ କରିଥିଲେ । ଅନ୍ୟ ପଟରେ ଏହି କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ପାଇଁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ ସନ୍ଧ୍ୟା ,ପ୍ରବଚନ ,ନାମସଂକିର୍ତ୍ତନ, ନୂତନ ମନ୍ଦିରକୁ ରାଧା କୃଷ୍ଣ ବା ପ୍ରଭୁ ଶ୍ରୀ ବିନୋଦ ବିହାରୀ ଜିୟୁଙ୍କ ମନ୍ଦିର ପ୍ରବେଶ କରିଥିଲେ. ଗ୍ରାମବାସୀ ତଥା ସାମନ୍ତରାୟ ବଂଶ ଙ୍କ ମିଳିତ ଉଦ୍ୟମ ରେ ପ୍ରତିଷ୍ଠିତ ଏହି ମନ୍ଦିର ଲୁଣା କରାଣ୍ଡିଆ ଦ୍ବିପlଞ୍ଚଲ ରେ ବିନୋଦ ବିହାରୀ ମହାପୁରୁଷ ରୂପରେ ରାଧା କୃଷ୍ଣ ପୂଜା ପାଇବେ. ଗତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ରେ ଶେଷ ସଂଧ୍ୟା ରେ ପୂର୍ଣ୍ଣାହୁତି ହୋଇଯାଇଛି।