ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଗତକାଲି ଦିନ ତମାମ କଟକ ଏସ୍ସିବି ରୁ ଯାଇଥିବା ଚାରିଜଣିୟା ଡାକ୍ତରୀ ଟିମ୍ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି । ଅନ୍ୟପଟେ ଘଟଣାର 8 ଦିନ ବିତିଯାଇଥିଲେ ମଧ୍ୟ କ୍ରାଇମ୍ ବ୍ରାଞ୍ଚ କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳତା ମିଳି ପାରି ନାହିଁ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ