ରାଜ୍ୟ ବାହାରର କିଛି ଲୋକଙ୍କୁ ଏହି ଆକାଉଣ୍ଟରୁ ଟଙ୍କା ଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏକ ବଡ଼ ନେଟ୍ୱର୍କ ଏହି କାରବାର ପଛରେ ଥିବା ସ୍ପଷ୍ଟ ହେଉଛି। ବଲାଙ୍ଗିର ପୋଲିସର ଏକାଧିକ ଟିମ୍ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଜାଲ୍ ସାର୍ଟିଫିକେଟର ତଦନ୍ତ ପାଇଁ ୪ଟି ପୋଲିସ ଟିମ ଗଠନ ହୋଇଥିବା ବେଳେ ରାଜ୍ୟରେ ୨ଟି ଟିମ ତଦନ୍ତ କରୁଥିବା ବେଳେ ରାଜ୍ୟ ବାହାରକୁ ଯିବ ୨ଟି ଟିମ୍।
ଅଧିକ ପଢନ୍ତୁ ଓଡିଶା ଖବର