ଅଧିକ ପଢନ୍ତୁ: ଏସଟିଏଫ କବଜାରେ ପିଏଚଡି ଠକ
ଗିରଫ ବେଳେ ଠକର ୩ ଟି ଆକାଉଣ୍ଟରୁ ୬୫ ଟଙ୍କା ମିଳିଛି । ମନୋଜଙ୍କ ପ୍ରେମିକା ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି । ଖୁବଶୀଘ୍ର ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସଟିଏଫ୍ କହିଛି । ତେବେ ଠକ ମନୋଜର ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଲୋକଙ୍କୁ ଚୂନା ଲଗାଉଥିଲା ଏହି ଠକ ।