ଦମୟନ୍ତିଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟି ସ୍ବାମୀ ଉଦୟ ଦିର୍ଘ ଦିନ ଧରି ସ୍ତ୍ରୀଙ୍କୁ ମାଡ ମାରିବା ସହିତ ଶାରୀରିକ,ମାନସିକ ନିର୍ଯ୍ୟାତନା ଓ ବିଭିନ୍ନ ସମୟରେ ହତ୍ୟାlର ଧମକ ମଧ୍ୟ ଦେଉଥିଲେ।
ଆଜି ମଧ୍ୟ ପିଟି ପିଟି ହତ୍ୟାl କରିବା ପରେ ରଶି ଲଗାଇ ଝୁଲାଇ ଦିଆଯାଇଥିବା ବୋଲି ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି। କମର୍ଦା ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ କୁ ଗିରଫ୍ କରିବା ସହିତ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ