ସାଥିରେ ଥିଲେ ପ୍ରେମମ ନାୟିକା । ହଠାତ ଗାଡିକୁ ଅଟକାଇଥିଲେ ବାବୁସାନଙ୍କ ପତ୍ନୀ । ଖାଲି ଗାଡି ଅଟକାଇ ନଥିଲେ ଗାଡି ଭିତରୁ ଉଭୟଙ୍କୁ ଭିଡା ଟଣା କରିବା ସହ ପାଟିକୁ ଯାହା ଆସିଲା କହି ଚାଲିଥିଲେ । ତେବେ ପତ୍ନୀଙ୍କ ଅଭିଯୋଗ ନାୟିକା ଜଣଙ୍କ ତାଙ୍କ ପରିବାର ନଷ୍ଟ କରିଛନ୍ତି। ଉତ୍ୟକ୍ତ ମହିଳା ଜଣକ ବାରମ୍ବାର ନାୟିକାଙ୍କ ମୁହଁ ଲୋକଙ୍କୁ ଟାଣି ଦେଖାଉଥିଲେ। ଏମିତିକି ନାୟିକାଙ୍କ ଚୁଟିଟାଣି ଘାଇଲା କରିଥିଲେ ବାବୁସାନଙ୍କ ପତ୍ନୀ। ଶେଷରେ ନାୟିକା ଜଣକ ଜୀବନ ବଞ୍ଚାଇ ପଳାଇଥିଲେ । ତେବେ ରାଜପଥରେ ଷ୍ଟାରଙ୍କ ଏଭଳି ଲଭ ଟ୍ରାଙ୍ଗେଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଘଟଣାରେ ଥାନାର ଦ୍ବାରସ୍ଥ ହେଲେ ପ୍ରକୃତିଙ୍କ ବାପା-ମାଆ । ଖାରବେଳନଗର ଥାନାରେ ଯାଇ ଏତଲା ଦେଇଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର।
ଖାରବେଳନଗର ଥାନାରେ ଏତଲା ଦେଲେ ପ୍ରକୃତିଙ୍କ ବାପା-ମାଆ

ଭୁବନେଶ୍ୱର: ପତି ପତ୍ନୀ ଓ ନାୟିକା । ରାସ୍ତା ମଝିରେ ଫ୍ୟାମିଲି ଡ୍ରାମା । ପ୍ରେମମ୍ ନାୟିକାଙ୍କ ଚୁଟି ଟାଣି ଘାଇଲା କଲେ ଇଡିଅଟ ହିରୋଙ୍କ ପତ୍ନୀ । ଜୀବନ ବଞ୍ଚାଇବା ପାଇଁ ଦଉଡିଲେ ପ୍ରକୃତି ମିଶ୍ର । ଏ ଖବର ହେଉଛି ଶନିବାର ସକାଳର । ରାଜଧାନୀର ଏକ ଗଳିରେ କାର ନେଇ ଯାଉଥିଲେ ବାବୁସାନ ।
ତଣ୍ଟି ଫଟାଇ ନ୍ୟାୟ ମାଗି ନିରାଶ ମା’

ଅର୍ଗସ ବ୍ୟୁରୋ : କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । ତଣ୍ଟି ଫଟାଇ ନ୍ୟାୟ ମାଗି ନିରାଶ ମାଆ । ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ବିଞ୍ଝାରପୁରର ନିଖୋଜ କୁନି ଝିଅ ପିହୁର ମାଆ । ପିହୁର ପତ୍ତା ପାଉନି ପୋଲିସ । ଏହାଭିତରେ ନିଖୋଜକୁ ଦୁଇ ବର୍ଷ ପୁରିବାକୁ ବସିଛି। କିନ୍ତୁ ପିହୁକୁ ଠାବ କରିବାରେ ବିଫଳ ପୋଲିସ । ଅଗଷ୍ଟ ୯ ତାରିଖ । ଗା
Download Argus News App
