ଲ୍ୟାପ୍ସ ଟୋକନକୁ ରି ଜେନେରେଟ ସହ ମଣ୍ଡିରେ ପଡ଼ିଥିବା ୭୦,୦୦୦ ପ୍ୟାକେଟରୁ ଅଧିକ ଧାନ କିଣିବା ଦାବିରେ ଧାରଣାରେ ବସି ରହିଛନ୍ତି ଶତାଧିକ ଚାଷୀ । ହେଲେ ଆନ୍ଦୋଳନବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ସମ୍ବଲପୁରୀ ଗାଁର ବାଲମଣି ଭୋଇ । ଟୋକନ ଲ୍ୟାପ୍ସ ଯୋଗୁଁ ୧୪୦ ପ୍ୟାକେଟ ଧାନ ଲଖମାର ମାଣ୍ଡିରେ ଗତ ଡ଼ିସେମ୍ବର ୨୨ ତାରିଖରୁ ପଡି ରହିଛି । ଯେଉଁଥିପାଇଁ ସେ ଧାରଣାରେ ବସି ରହିଥିଲେ ।
ହକ୍ ପାଇଁ ଲଢୁ ଲଢୁ ଚାଲିଗଲା ଜୀବନ, ଧାରଣାରେ ବସିଥିବାବେଳେ ଜଣେ ଚାଷୀଙ୍କ ମୃତ୍ୟୁ
ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ ସୁବାସ ସିଂହ
ଅର୍ଗସ ବ୍ୟୁରୋ: ମାଲକାନଗିରିରେ ତୀବ୍ର ପ୍ରତିକ୍ରିୟା । ଅପାରଗ ଅଫିସରଙ୍କୁ ମାଲକାନଗିରି ବଦଳି କରିବାକୁ କହି ବିବାଦରେ କଟକ ମେୟର ସୁବାସ ସିଂହ । ଏଠି ପ୍ରଶ୍ନ, ମାଲକାନାଗିରି କଣ କଳାପାଣି ?
ମାଲକାନାଗିରି କଣ କଳାପାଣି .....ନା ମାଲକାନାଗିରି କଣ ପନିସମେଣ୍ଟ ଜିଲ୍ଲା । କାହିଁକି ବିଜେଡିର ନେତା,ମନ୍ତ୍ରୀ, ବିଧାୟକ ମାନେ ବାରମ୍ବାର ଅଫିସରଙ୍କୁ ମାଲକାନାଗିରି ପଠା
Download Argus News App
