ନବନିର୍ମାଣ କୃଷକ ସଂଗଠନର ଏହି ରାଲିକୁ ଦେଖି ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ କୃଷକ ନେତା ଅକ୍ଷୟ କୁମାରଙ୍କୁ ପଦଯାତ୍ରା ପାଇଁ ବାରଣ କରାଯାଇଥିଲେ ମଧ୍ୟ ପ୍ରଶାସନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଅକ୍ଟୋବର ୧୪ରେ ଭୁବନେଶ୍ୱରରେ ଆୟୋଜିତ ହେବ କୃଷକଙ୍କ ବିଶାଳ ପଦଯାତ୍ରା। ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟାଗ୍ରହ ନିମନ୍ତେ ଭୁବନେଶ୍ୱର ଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଯାହାକୁ ନେଇ ଯାଜପୁର ବଡ଼ଚଣା ଧାନମଣ୍ଡଳ ରେଳ ଷ୍ଟେସନରେ ଏକାଠି ହୋଇଛନ୍ତି ହଜାର ହଜାର ନବ ନିର୍ମାଣ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା। ଧନମଣ୍ଡଳ ରେଳ ଷ୍ଟେସନରୁ ୧୪ ତାରିଖ ସକାଳୁ ପଦ ଯାତ୍ରା ମାଧ୍ୟମରେ ଭୁବନେଶ୍ୱର ଅଭିମୁଖେ ଯିବାକୁ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।