କେବଳ କ୍ଷୀର ନୁହେଁ ଦହି ଓ ଅନ୍ୟ ଦୁଗ୍ଧ ଜାତୀୟ ପଦାର୍ଥ ବି ନଷ୍ଟ ହେବା ଅପେକ୍ଷାରେ। ଓମଫେଡ ତିଆରି କରୁଥିବା A2 COW MILK ପ୍ରଡକ୍ଟ ବିଞ୍ଝାରପୁରୀ ପ୍ରଜାତୀର ଗାଇ କ୍ଷୀର ରୁ ତିଆରି ହେଉଥିଲା । ଏହି ବିଶେଷ ପ୍ରଜାତୀର ଗାଇ କ୍ଷୀର ରେ ଅଧିକ ଭିଟାମିନ ସହ ରୋଗପ୍ରତିରୋଧକ ଶକ୍ତି ଥିବାରୁ ଏହାକୁ ବଜାର ରେ ବିକ୍ରି ପାଇଁ ନିଷ୍ପତି ନେଇଥିଲା ଓମଫେଡ । ଏବେ ସେ କ୍ଷୀର ଆଉ ଓମଫେଡ କିଣୁ ନଥିବା ବେଳେ ହତାଶରେ ଚାଷୀ । ସେପଟେ ଲକ୍ଷ ଲକ୍ଷ ଲିଟର କ୍ଷୀର ଜାଣି ଶୁଣି ନଷ୍ଟ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛି ଦୁଗ୍ଧ ଚାଷୀ ସଂଘ।
ଅଧିକ ପଢନ୍ତୁ ଓଡ଼ିଶା ଖବର