ଚପ୍ରିଆ ପ୍ୟାକ୍ସ ଅଧୀନରେ ଖଲିଆପାଲି, ଚପ୍ରିଆ, ସାନଚେରଗାଁ, ମଣ୍ଡି ଅଛି । ଏହି ୩ଟି ମଣ୍ଡିରେ ୫ ଟି ପଞ୍ଚାୟତ ଚାଷୀ ଧାନ ବିକ୍ରି କରିଥାନ୍ତି । ଏହି ପ୍ୟାକ୍ସରେ ଅନେକ ଦିନ ଠାରୁ ଏଜେଣ୍ଟ ଓ ମିଲର୍ସ ଚାଷୀଙ୍କୁ ଶୋଷଣ କରୁଥିଲେ । ମିଲର୍ସ ଓ ଏଜେଣ୍ଟକୁ ଘୁଞ୍ଚାଇବା ପାଇଁ ଚାଷୀମାନେ ଏକଜୁଟ ହୋଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।
ମଣ୍ଡିକୁ ଦଲାଲ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ
Download Argus News App
