ଘଟଣାସ୍ଥଳରେ ଖଡିଆଳ SDPOଙ୍କ ତଦନ୍ତ ଆରମ୍ଭ । ସୂଚନା ଥାଉକି, ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ଉଭୟ ବାପ ପୁଅଙ୍କ ଜଙ୍ଘରେ ବାଜିଛି ଗୁଳି । ଘଟଣା ଉପରେ ସ୍ପଷ୍ଟ ନଜର ରଖିଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି ।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ ।
ବାପ-ପୁଅଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ସିନାପାଲିରେ ବାପ-ପୁଅଙ୍କୁ ଗୁଳିମାଡ଼ । ସିନାପାଲି ସହର ରାବଣ ଛକରେ ବାପ-ପୁଅଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। କଥା କଟାକଟିକୁ ନେଇ ଗୁଳି ଚାଳନା ଅଭିଯୋଗ । ବାପ-ପୁଅଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ଉଭୟଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Download Argus News App
