ସୂଚନା ଅନୁସାରେ ପେନସନ ପଡାର ମହମଦ ଅଲତାଫ ନିଜ ପୁଅ ମହମଦ ଆସପାତ ଓ ଝିଅ ରୁକସାନା ଫାତିମ ସହ ମହାନଦୀ ଦଲେଇପଡା ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ଝିଅ ଓ ପୁଅ ନଦୀରେ ଭାସି ଯାଇଥିଲେ । ଉଦ୍ଧାର ପାଇଁ ଯାଇ ବାପା ମଧ୍ୟ ଭାସି ଯାଇଥିଲେ । ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ମହାନଦୀ ସୁଅରେ ବାପା, ପୁଅ ଓ ଝିଅ ଭାସିଯିବା ଘଟଣା, ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ
Download Argus News App
