ସହାୟତା ଅପେକ୍ଷାରେ ଅକ୍ଷୟ ...
ଖୋର୍ଦ୍ଧା: ବାର୍ଡ ଫ୍ଲୁ ବଢାଇଲା ଭୟ। ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ଶହଶହ କୁକୁଡାଙ୍କ ମୃତ୍ୟୁ ହେଉଛି । 3ଦିନରେ ହଜାର ହଜାର କୁକୁଡାଙ୍କ ଜୀବନ ଗଲାଣି । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ପହଞ୍ଚିଛନ୍ତି । କୁକୁଡାର ନମୁନା ସଂଗ୍ରହ କରିବା ସହ ଏହାକୁ ଟେଷ୍ଟିଂ ପାଇଁ ପଠାଯାଇଛି। କୁକୁଡା ମଡକର କୌଣସି କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ବାର୍ଡ ଫ୍ଲୁ ହୋଇଥିବା କୁକୁଡା ଚାଷୀ ସନ୍ଦେହ କରୁଛନ୍ତି।