ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ସ୍କୁଲ ଯାଉନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୁଣିଗାରେଡି ହୋଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏ ନେଇ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଲିଖିତ ଆକାରରେ ଜଣା ଯାଇଥିବା କହିଛନ୍ତି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ।