ଗ୍ରାମବାସୀ ଅନ୍ୟପଟେ ଏ ନେଇ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଲିଖିତ ଆକାରରେ ଜଣା ଯାଇଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ।
ସ୍କୁଲ ଭିତରେ ହେଉଛି ମଳ ବର୍ଷା

ଅର୍ଗସ ବ୍ୟୁରୋ : ସ୍କୁଲ ଭିତରେ ହେଉଛି ମଳ ବର୍ଷା କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଆଜି ଦିନ ତମାମ ସ୍କୁଲ ଭିତରେ ପିଲାଙ୍କ ସାର୍ଟ ପ୍ୟାଣ୍ଟରେ ଅଚାନକ ମଳ ଲାଗିବା ସହ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡୁଛି। ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ସ୍କୁଲ ଯାଉନାହାନ୍ତି ତେବେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗୁଣିଗାରେଡି ହୋଇଥିବା ସନ୍ଦେହ କରୁଛନ୍ତି।
Download Argus News App
