ଅନୁଭବ ଟିଭି କିମ୍ବା ସୋସିଆଲ ମିଡିଆରେ ବର୍ଷାଙ୍କୁ ଆକ୍ଷେପ କରିପାରିବେନି ବୋଲି କହିଥିଲେ। ବର୍ଷା ମଧ୍ୟ ଅନୁଭବଙ୍କୁ ଆକ୍ଷେପ କରି କିଛି କହିପାରିବେନି ବୋଲି କୋର୍ଟ କହିଥିଲେ। 2020ରେ ଅନୁଭବ ଡିଭୋର୍ସ କେସ ଫାଇଲ୍ କରିବା ପରେ ଅନୁଭବ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବର୍ଷାଙ୍କୁ ଆକ୍ଷେପ କରିଥିଲେ । ତବେ ବର୍ଷା ନା ସୋସିଆଲ ମିଡିଆରେ କେବେ କିଛି କହିଛନ୍ତି ନା ଗଣମାଧ୍ୟରେ କେବେ କିଛି ପ୍ରତିକ୍ରିୟା ରଖିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର