ମାଫିଆମାନେ ବିଦେଶୀ ବ୍ରାଣ୍ଡର ଲୋଗୋ ଲଗାଇ ନିଜେ ନିଜେ ପ୍ରସ୍ତୁତ କରୁଛନ୍ତି ବିଦେଶୀ ମଦ । ୩୦ ଟଙ୍କା ଖର୍ଚ୍ଚରେ ୭୦ ଟଙ୍କା ଲାଭ । ଜିଲ୍ଲା ବାହାରକୁ ଏହି ମଦକୁ ଚାଲାଣ କରୁଥିବା ଜଣାପଡିଛି । ସିକ୍ଷେତ୍ରବିହାର ସ୍ଥିତ ଏକ ଭଡାଘରେ ମଦ ପ୍ରସ୍ତୁତ କରୁଥିଲେ ବୋଲି ସୂଚନା ମିଳିଛି । ସେହି ଫ୍ୟାକ୍ଟ୍ରିରୁ ଏକ ହଜାର ଲିଟର ସ୍ପିରିଟ, ୧୨୯ ଲିଟର ନକଲି ମଦ, ୫ ହଜାର ଠିପି, ୫ ହଜାର ଲେବେଲ, ୫ ହଜାର ଷ୍ଟିକର, ବିଭିନ୍ନ ରଙ୍ଗ ଜବତ ହୋଇଛି । ଏହାସହ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ମହାମାରୀରେ ବଢୁଛି ନକଲି ମଦ କାରବାର, ଏକ ଗାଡିରୁ ୧୫ ପେଟି ନକଲି ମଦ ଜବତ
Download Argus News App
