କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କହିଛି ଯେ, 50 ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାନ୍ତି । 64 ପ୍ରତିଶତ ଲୋକ ଏପରି ମାସ୍କ ଲଗାଉଛନ୍ତି ଯେପରି ନାକ କଭର୍ ହେଉନି । 20 ପ୍ରତିଶତ ଲୋକଙ୍କ ମାସ୍କ ଓଠ ତଳକୁ ରହୁଛି । 2 ପ୍ରତିଶତ ଲୋକଙ୍କ ମାସ୍କ ବେକରେ ରହୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ କେବଳ 14 ପ୍ରତିଶତ ଭାରତୀୟ ସଠିକ ଭାବେ ମାସ୍କ ପିନ୍ଧୁ ଥିବା ନେଇ ରିପୋର୍ଟରେ କୁହାଯାଇଛି ।