ନିଆଁ ଲାଗି ପ୍ରାୟ 50 ବଖରା ଚାଳଘର ଓ ଆଜବେଷ୍ଟ ଘରର କାଠ ସମ୍ପୂର୍ଣ୍ଣ ଜଳି ପୋଡି ଯାଇଥିବା ସୂଚନା ରହିଛି। ଖବର ପାଇ ଛେଣ୍ଡିପଦା ଓ ଅନୁଗୋଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ପାଖରେ ଥିବା 50ବଖରା ଅସ୍ଥାୟୀ ଘର ମଧ୍ୟ ଜଳିଯାଇଛି। ଆଜିକୁ 2ଦିନ ଧରି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଆଜି ନିଆଁ ଜଙ୍ଗଲରୁ ଗାଁ ମୁହାଁ ହୋଇଛି ।