ଅଧିକ ପଢନ୍ତୁ : ଘରର ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି
ତେବେ ଅତ୍ୟଧିକ ଗହଳି ବଜାର ହୋଇ ଥିବାରୁ ନିଆଁକୁ ଆୟତ କରିବାକୁ ନାକେଦମ ହେଉଛି ଅଗ୍ନିଶମ ବାହିନୀ । ନିଆଁ ଲାଗିଥିବା ଦୋକାନ ପାଖରେ ରହିଛି ଅନେକ ଦୋକାନ ।
ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ଓଳାଭର ବଜାରର ଏକ ଦୁଇ ମହଲା ବିଶିଷ୍ଟ ଦୋକାନରେ ଲାଗିଲା ନିଆଁ l ନିଆଁକୁ ଆୟତ କରିବାକୁ ଦୁଇଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।