ତେବେ ପରିବାର ଲୋକେ ଓ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସୂଚନା ଅନୁଯାୟୀ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ୍ତ କରିବାର ସଫଳ ହୋଇଥିଲେ ସତ କିନ୍ତୁ ସେତେ ବେଳକୁ ଘର କିଛି ବି ବଞ୍ଚି ନଥିଲା ସବୁ ପୋଡ଼ି ପାଉଁଶ ସୋଇ ଯାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ଦୁଇ ପରିବାର ଚାଷିବନ୍ଧି ଘର ବୋଲି ଜଣା ପଡିଛି। ତେବେ ଅଗ୍ନିକାଣ୍ଡ କରାଣ ଜଣା ପଡିନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।