ଅଗ୍ନିକାଣ୍ଡରେ କାହାର କିଛି ହୋଇନଥିବା ଜଣାପଡିଛି। ହେଲେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭୟାବହ ଅଗ୍ନିକାଣ୍ଡ, କାହାର କିଛି ହୋଇନଥିବା ସୂଚନା

ଅର୍ଗସ ବ୍ୟୁରୋ: କଟକ ନୂଆପଡାରେ ଅଗ୍ନିକାଣ୍ଡ।ନୂଆପଡାର ଏକ ଘରେ ନିଆଁ ଲାଗିଥିବା ସୂଚନା।ଚାଉଳିଆଗଞ୍ଜ ଓ ବକ୍ସିବଜ଼ାର ଅଗ୍ନିଶମ ୟୁନିଟ ଘଟଣା ସ୍ଥଳ ରେ ପହଂଚି ନିଆ ଲିଭାରେ ଲାଗିଛନ୍ତି। ଅଗ୍ନିକାଣ୍ଡ ର କାରଣ ଆସ୍ପଷ୍ଟ ରହିଛି। ତେବେ ସରର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Download Argus News App
