ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ସବରେଜିଷ୍ଟ୍ରାର ଅଫିସ ବାହାରେ ଭୟାବହ ଅଗ୍ନିକାଣ୍ଡ , ଦୁଇ ଗୁରୁତର

କଟକ: କଟକ ସବରେଜିଷ୍ଟ୍ରାର ଅଫିସ ବାହାରେ ଭୟାବହ ଅଗ୍ନିକାଣ୍ଡ । ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିବା ସୂଚନା ରହିଛି । ଦୁଇଟି ଦମକଳ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Download Argus News App
