ପ୍ରଥମେ ହୋଟେଲ ରୁ ସର୍ଟ ସର୍କିଟ,ପରେ ଗ୍ୟାସ ହାଣ୍ଡି ଫାଟିବା ପରେ ଚାରିଆଡେ ନିଆଁ ବ୍ୟାପି ଯାଇଥିବା ସୂଚନା। ସାଇକେଲ ମାର୍ଟ,ଚା ଦୋକାନ ସହ ହୋଟେଲ ସମସ୍ତ ସାମଗ୍ରୀ ଜଳିପୋଡି ନଷ୍ଟ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରୁଛି।
ଓଡିଶା ଖବର ଆହୁରି ପଢନ୍ତୁ
ବ୍ରହ୍ମପୁର: ବ୍ରହ୍ମପୁର ରେଜିଷ୍ଟ୍ରର୍ ଅଫିସ ନିକଟରେ ଥିବା ସାନ ଠାକୁରାଣୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ। ଗୋଟାଏ ହୋଟେଲ ପରେ ସାଇକେଲ ମାର୍ଟ ଏବଂ ଶେଷରେ ଗୋଟାଏ ଚା ଦୋକାନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା।