ଜଙ୍ଗଲରେ ଜଳୁଥିବା ଅଣାୟତ୍ତ ନିଆଁକୁ ଲିଭାଇବାରେ ଅଗ୍ନିଶମବାହିନୀ ଉଦ୍ୟମ କରିଥିଲେ। ତେବେ ଦୁଇଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଜଣେ ଅଟ ଡ୍ରାଇଭର ତପୁଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।ତେବେ ସବୁଠାରୁ ଦୁଃଖର ବିଷୟ ବଡସାହି ବନପାଳ କାର୍ଯ୍ୟାଳୟ ମାତ୍ର ଅଳ୍ପ ଦୂରରେ ଥିଲେ ମଧ୍ୟ ଠିକ୍ ସମୟରେ ପହଞ୍ଚିପାରିନଥିଲେ ।ଆଉ ଏଭଳି ମହାନ କାର୍ଯ୍ୟ ପାଇଁ ସାଧାରଣରେ ଏମାନଙ୍କୁ ଖୁବ୍ ଧନ୍ୟବାଦ ଦେବା ସହିତ ଅନେକ ପ୍ରଶଂସିତ ମଧ୍ୟ କରିଛନ୍ତି ।