ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ
ଅର୍ଗସ ବ୍ୟୁରୋ: ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଓଡ଼ିଶା-ଛତିଶଗଡ଼ ସୀମା ନୂଆପଡ଼ା କୋମନା ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ସ୍ପେଶାଲ ଫୋର୍ସ ଓ ମାଓବାଦୀ ମଧ୍ୟରେ 3 ଘଣ୍ଟା ହୋଇଛି ଗୁଳି ବିନିମୟ । ସୁନାବେଡ଼ା ଜଙ୍ଗଲରେ ଛପିଥିବା 50ରୁ 60 ମାଓବାଦୀଙ୍କ ସହ ଫାୟାରିଂ ହୋଇଛି । SOG-DVF-CRPF ଯବାନ ମିଳିତ ଭାବେ ମାଓ ବିରୋଧୀ ଅଭିଯାନ ଚଳାଇଛନ୍ତି ।
Download Argus News App
