ତେବେ କେନ୍ଦୁଝର ଟାଉନ ଓ ସଦର ପୋଲିସ ସହାୟତାରେ ୨ଟି କଣ୍ଟେନରକୁ ଜବତ କରିବାରେ ସଫଳ ହୋଇଛି STF । ଅନ୍ୟ ୩ଟି ଗାଡ଼ି ତୁରୁମୁଙ୍ଗା ଟୋଲ ଗେଟ୍ ଭାଙ୍ଗି ଫେରାର ହୋଇଯାଇଛନ୍ତି ।
ଗୋରୁ ଗାଡି ଜବତ ବେଳେ STF ଉପରକୁ ଗୁଳି ଚଳାଇଲେ ଗୋରୁ ମାଫିଆ

କେନ୍ଦୁଝର: କେନ୍ଦୁଝର କାଞ୍ଜିପାଣି ଘାଟି ନିକଟରେ ଗୁଳିକାଣ୍ଡ । ଗୋରୁ ଗାଡ଼ି ଜବତ ବେଳେ STF ଟିମ୍ ଉପରକୁ ଗୁଳି ଚଳାଇଲେ ଗୋରୁ ମାଫିଆ । ୧୦ ରୁ ୧୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ରହିଛି । STF ପକ୍ଷରୁ ମଧ୍ୟ ୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ।
Download Argus News App
