ସେପଟେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଅନେକ ଲୋକ ଥଣ୍ଡା ଜ୍ଵରରେ ପୀଡିତ ହେଉଥିବା ଦେଖାଦେଇଛି । ଡେଙ୍ଗୁ ଲକ୍ଷଣ ଦେଖା ଗଲେ ତୁରନ୍ତ ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ସଚେତନତା ଜାରି ରହିଛି ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।
ଗଞ୍ଜାମ ଜିଲ୍ଲାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ଜିଲ୍ଲାର ଗଞ୍ଜାମ ବ୍ଲକରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ପିଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ସେ ଭୁବନେଶ୍ଵରରେ ରହୁଥିଲେ ସେଠାରେ ଜ୍ଵରରେ ଆକ୍ରାନ୍ତ ହେବାରୁ ଘରକୁ ଫେରିଥିଲେ ହେଲେ ଜ୍ଵର ଭଲ ନ ହେବାରୁ ଏମକେସିଜି ଯାଇ ଡେଙ୍ଗୁ ପରୀକ୍ଷା କରିଥିଲେ । ଯାହାଦ୍ଵାରା ରିପୋର୍ଟରେ ତାଙ୍କର ପିଜିଟିଭ ଆସିଥିବା ଜଣାପଡ଼ିଛି ।
Download Argus News App
