ନିଆଁରେ ପୋଡି ପାଞ୍ଚଜଣ ଯାକ ଗୁରୁତର ହୋଇଛନ୍ତି । ପଡୋଶୀ ମାନେ ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରୁ ସେମାନଙ୍କୁ ବୁର୍ଲା ରେଫର କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ସମସ୍ତଙ୍କୁ ପୁଣି ବୁର୍ଲାରୁ କଟକ ରେଫର୍ କରାଯାଇଥିବା ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...