ଅଧିକ ପଢ଼ନ୍ତୁ: ଜଳୁଛି ଜଙ୍ଗଲ, ନିଆଁ ଲିଭାଇ ଲିଭାଇ ନାକେଦମ ଅଗ୍ନିଶମ କର୍ମଚାରୀ
ରାଜ୍ୟରେ ନିଆଁ ଲିଭା ପାଇଁ ଦରକାର ନାହିଁ ହେଲିକପ୍ଟର। ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ଗ୍ରାଉଣ୍ଡ ଫାୟର । ଅର୍ଥାତ୍ ଜଙ୍ଗଲର ତଳେ ତଳେ କୁହୁଳି କୁହୁଳି ଲାଗୁଛି ନିଆଁ । ଅପରପକ୍ଷରେ ରାଜ୍ୟରେ ଲାଗୁଥିବା ୯୮% ଜଙ୍ଗଲ ନିଆଁକୁ ତୁରନ୍ତ ଲିଭାଯାଇ ପାରୁଛି । ମୁଖ୍ୟ ଚ୍ୟାଲେଞ୍ଜ ହେଉଛି, କିଭଳି ନିଆଁ ନ ଲାଗିବ । ସେଥିପାଇଁ ଅଧିକରୁ ଅଧିକ ସଚେତନ କରାଯାଉଅଛି । ଯେଉଁମାନେ ନିଆଁ ଲଗାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ।
ଆହୁରି ପଢ଼ନ୍ତୁ: ଜଳୁଛି ଏକର ଏକର ଜଙ୍ଗଲ, ପୁରା ଓଡିଶା ଲାଲ