ହାତୀ ଆକ୍ରମଣରେ ବନ କର୍ମଚାରୀ ଚନ୍ଦ୍ରକାନ୍ତ ରାଉତଙ୍କ ମୃତ ଘଟଛି। ରାସଗୋବିନ୍ଦପୁର ବନାଞ୍ଚଳରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ଚନ୍ଦ୍ରକାନ୍ତ । ଦୀର୍ଘଦିନ ହେବ ରାସଗୋବିନ୍ଦପୁରରେ ଉତ୍ପାତ କରିଆସୁଛନ୍ତି ହାତୀପଲ।
ହାତୀ ଆକ୍ରମଣରେ ବନକର୍ମଚାରୀ ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ରାସଗୋବିନ୍ଦପୁର ବନାଞ୍ଚଳରେ ଅଘଟଣ। ହାତୀ ନେଲା ବନକର୍ମଚାରୀଙ୍କ ଜୀବନ। ହାତୀ ଘଉଡ଼ାଇବା ବେଳେ ବନକର୍ମଚାରୀଙ୍କୁ ଦଳି ଦେଲା ହାତୀ।
Download Argus News App
