ପୁଅ ଆକାଶ ପାଠକଙ୍କ ଆକାଉଂଟରୁ ଅଭୟଙ୍କ ଆକାଉଂଟକୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ EDର ଖୋଳତାଡ ଜାରି ରହିଛି । ଆର୍ଥିକ ଦେଣନେଣ ଉପରେ ଇଡ଼ିର ନଜର ରହିଛି ।
ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ EDର ସମନ୍

ଅର୍ଗସ ବ୍ୟୁରୋ: ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ EDର ସମନ୍ । EDରେ ହାଜର ହେଲେ ଅଭୟକାନ୍ତ ପାଠକ । ତାଙ୍କ ବୟାନ ରେକର୍ଡ କରିବ ED । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କ ସମୃକ୍ତି ନେଇ ପଚରାଉଚୁରା କରାଯିବ । ଅଭୟକାନ୍ତ କିଭକି ଏତେ ଟଙ୍କା ହାତେଇଲେ ସେ ନେଇ ପଚରାଉଚୁରା କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ।
Download Argus News App
