ଦଳ ଅଣଦେଖା କରୁଥିବା ନେଇ ସେ ଅଭିଯୋଗ କରିଥିଲେ। ସେହିପରି ପୂର୍ବତନ ବିଧାୟକ ମୁରାରୀ ମିଶ୍ରଙ୍କ ଝିଅ ରାଜଲକ୍ଷ୍ମୀ ମିଶ୍ର ମଧ୍ୟ ବିଜେପିରେ ଯୋଗଦାନ କଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ଵର ଟୁଡୁ, ରାଜ୍ୟ ସଭାପତି ସମିର ମହାନ୍ତି, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୁଝାରୀ, କେଭି ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ରାଜନୀତି ଖବର ଆହୁରି ପଢନ୍ତୁ ।