ଏହି ସମାରୋହ ରେ ବହୁ ଓଡ଼ିଆ ଖାଦ୍ୟ ବ୍ଲଗର ଉପାସନା ମହାନ୍ତି, ବିନ୍ଧ୍ୟବାସିନୀ ଜେନା, ବିଦୁଲତା ଜେନା, ଧିରେନ୍ ସ୍ୱାଇଁ, ଶୁଭ୍ରାଂଶୁ ସ୍ବରୂପ ମହାପାତ୍ର, ଜ୍ୟୋତିପ୍ରଭା ଦାସ, ବିଶ୍ଵଜିତା ମହାନ୍ତି, ନାଜ୍ନିନ ଶଗୁପ୍ତା, ପ୍ରିୟଙ୍କା ରାୟ, ବିନିତା ମଙ୍ଗରାଜ, ଇଲା କାନୁନଗୋ, ସ୍ୱର୍ଣଲତା ବେହେରା, ମାମିନା ମହାନ୍ତି, ବିନୋଦିନୀ ବେହେରା, କୋମଲ ସୁବୁଦ୍ଧି, ସସ୍ମିତା ନାୟକ, ଶିବାଶିଷ ଗୁରୁ ଓ ଅନେକ ଓଡ଼ିଆ ବ୍ଲଗର ଯୋଗଦାନ କରିଥିଲେ। ଆଜି କାଲି ଅନେକ ଯୁବ ପିଢ଼ି ଆମ ପୌରାଣିକ ଭାବରେ ତିଆରି ହେଉଥିବା ଓଡ଼ିଆ ଖାଦ୍ୟକୁ ଭୁଲି ଯାଉଛନ୍ତି। ବ୍ୟସ୍ତ ବହୁଳତା ଜୀବନରେ ପ୍ରାୟେ ସହଜ ସୁବିଧାରେ ହେଉଥିବା ଖାଦ୍ୟ ହିଁ ଘରେ ଘରେ ପ୍ରସ୍ତୁତ ହୋଇ ଚାଲିଛି। ଯାହାକି ଧୀରେ ଧୀରେ ଆମ ଓଡ଼ିଆ ଖାଦ୍ୟକୁ ହଜାଇ ଦେଉଛି ଏହାର ପ୍ରଚାର ପ୍ରସାର ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକ ବ୍ଲଗର l
ଅଧିକ ପଢନ୍ତୁ ଓଡିଶା ଖବର