4 ଅଭିଯୁକ୍ତଙ୍କୁ କୋରାପୁଟରୁ ଗିରଫ କରାଯାଇଥିବା କହିଲେ SP। ଏତଲାରେ ନାଁ ଥିବା 3 ଅଭିଯୁକ୍ତଙ୍କ ସମେତ 4 ଗିରଫ ।
ହତ୍ୟାକାଣ୍ଡ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ 3 ଅଭିଯୁକ୍ତ। ହତ୍ୟା ପରେ ସାତପଡ଼ା ଜଙ୍ଗଲ ପଳାଇଥିଲେ ଅଭିଯୁକ୍ତମାନେ ।ଏହାସହ ଚିଲିକାରେ ବୋଟରେ 2 ରାତି ବିତାଇଥିଲେ ଅଭିଯୁକ୍ତ।
ରାଜ୍ୟ ବାହାରକୁ ପଳାଇଯିବାକୁ ଯୋଜନା କରିଥିବାବେଳେ ଧରାପଡ଼ିଲେ ଅଭିଯୁକ୍ତମାନେ। ଆମର ସ୍ଵତନ୍ତ୍ର ଟିମ୍ ଅଭିଯୁକ୍ତଙ୍କୁ ଧରିଥିବା କହିଲେ ପୁରୀ SP। ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏଟ୍ କରାଯିବ କହିଲେ SP କହିଛନ୍ତି। ହତ୍ୟା ଘଟଣାରେ କାଲି 6 ଜଣଙ୍କୁ ଗିରଫ କରିଥିଲା ପୋଲିସ।