ସୂଚନା ଅନୁଯାୟୀ , ସମଲ ଥାନା ଅଞ୍ଚଳ ଦେଇ ଏନଟିପିସିକୁ ଯାଇଥିବା ଟ୍ରେନ ଲାଇନରେ ଯାତାୟତ କରୁଥିବା କୋଇଲା ବୋଝେଇ ଟ୍ରେନ ଗୁଡିକରୁ ଦୀର୍ଘ ଦିନ ହେବ କୋଇଲା ଚୋରି କରି ବିକ୍ରି କରିଥାନ୍ତି ଲୋକେ । ତେବେ ଏନେଇ ଆଜି ପୋଲିସ ପକ୍ଷରୁ ଚଢ଼ାଉ କରି ସମଲ ଅଞ୍ଚଳରୁ ୮ ଟି କୋଇଲା ବୋଝେଇ ସ୍କୁଟର ଜବତ କରିବା ସହ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମଲ ପୋଲିସ ।
୮ ଜଣ କୋଇଲା ଚୋର ଗିରଫ ,ଗାଡି ଜବତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୮ ଟି ସ୍କୁଟର ସହିତ ୮ ଜଣ କୋଇଲା ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି ।
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
