ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୬୯ ଫୁଟ୍ ରହିଛି । ସେକେଣ୍ତ ପ୍ରତି ୧ ଲକ୍ଷ ୪୯ ହଜାର ୧୬୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୨ ହଜାର ୭୬୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ଉପର ମୁଣ୍ଡରୁ ଆଗକୁ ଆହୁରି ଅଧିକ ମାତ୍ରାରେ ଜଳ ପ୍ରବେଶ କରିଲେ ଆହୁରି ଗେଟ ଖୋଲା ଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଲେ।ନଦୀ କୁଳିଆ ଅଞ୍ଚଳ କୁ ଯିବା ପାଇଁ ଜନସାଧାରଣ ଙ୍କୁ ବାରଣ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...