ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ ଗୃହ, କମ୍ୟୁନିଟି ହଲ ଗୁଡିକ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରାଯିବ । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ଗୁଡିକର ସରକାରୀ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି । ସେପଟେ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ । ଆଜି ୧୨ଟା ସୁଦ୍ଧା ଜିଲ୍ଲା ହେଡ କ୍ୱାଟରରେ ସମସ୍ତ ଟିମକୁ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଘନ ଘନ ବୈଠକ
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
