ତୋରଣଠୁ ଆରମ୍ବ କରି ମେଢ଼ ପର୍ଯ୍ୟନ୍ତ ,କୌଣସିରେ କାହାକୁ ବାରି ହେବ ନାହିଁ । କେବଳ କ'ଣ ତୋରଣ ଏଠି ମିନାବାଜର ମଧ୍ୟ ସାଜିବ ମୁଖ୍ୟ ଆକର୍ଷଣ। ଗଣେଶ ପୂଜାଠୁ ପାର୍ବଣର ପଦଧ୍ବନୀ। କଟକବାସୀଙ୍କ ମନରେ ଭରିରହିଛି ଉତ୍ସାହ ଓ ଉଦ୍ଦିପନା। ସବୁଠାରୁ ବଡ଼କଥା, ଗୋଟିଏ ଦିନ ପରେ ଗଣେଶ ପୂଜା ଥିବାବେଳେ ବର୍ଷା ଯୋଗୁଁ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିବର। ଯଦି ବର୍ଷା ବାଧକ ନସାଜେ, ତେବେ ଗଣେଶ ପୂଜାରେ କଟକର ରଙ୍ଗ ବଦଳିବ, ଉତ୍ସାହରେ ଝୁମିବେ କଟକବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର