କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ ହାଇଦରର ପୋଲିସ ଏନକାଉଣ୍ଟରରେ ଗତକାଲି ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା।
ହାଇଦରରଙ୍କ ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ପୋଲିସ ଅନୁମତି ଦେଇଥିଲା। ସେମାନେ ବାହାରକୁ ବାହାରିବା ପରେ କହିଛନ୍ତି ହାଇଦର ଦେହରେ ୩ରୁ ୪ଟି ଗୁଳି ବାଜିଥିବା ପ୍ରକାଶ କରିଥିଲେ।