ତେବେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ବୋଲେରୋ ଗାଡ଼ିରେ ଥିବା ଗଞ୍ଜେଇ ପକେଟ୍ ଗୁଡ଼ିକ ଡ୍ରାଇଭର କେନାଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଆଜି ପୋଲିସ ଦୁର୍ଘଟଣାଗସ୍ତ ବୋଲୋରେ ଗାଡିକୁ ଜବତ କରିବା ସହିତ 14ପ୍ୟାକେଟ ଗଞ୍ଜେଇ ଜବତ କରିଥିବା ଜଣାପଡିଛି।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ ।
ଓଲଟିଲା ଗାଡି, ୧୪ ପ୍ୟାକେଟ ଗଞ୍ଜେଇ ଜବତ

ଅର୍ଗସ ବ୍ୟୁରୋ: ଗଞ୍ଜେଇ ଚୋରାଚାଲାଣ ବେଳେ ଓଲଟିଲା ବୋଲେରୋ। ଲକ୍ଷ୍ମୀପୁର ଥାନା ଅଧିନସ୍ଥ କୁଟୁଣୀପଦର ଗ୍ରାମ ନିକଟରେ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।
Download Argus News App
