ବିଶେଷ ସୁତ୍ରରୁ ଖବର ପାଇ ଏସଡିପିଓଙ୍କ ସମେତ ମୁନିଗୁଡା ପୋଲିସର ଏକ ଟିମ୍ ମୁନିଗୁଡାର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ତନଖି ଆରମ୍ଭ କରିଥିଲେ । ତଥାପି ଦ୍ରୁତ ଗତିରେ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ପିଛା କରି ଜାମରାଗୁଡା ନିକଟରୁ ଏକ କାର୍ ସହ ଏକ ଟ୍ରକକୁ ଜବତ କରି ସେଥିରେ ଥିବା ୬ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଏହି ଟିମ୍ ।
ପୋଲିସକୁ ଚକମା ଦେଇ ପଳାଉଥିଲେ, ଧରିଲା ପୋଲିସ

ରାୟଗଡା: ଦାମୀ କାର ଓ ଟ୍ରକରୁ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୋଲିସକୁ ଚକମା ଦେଇ ଦ୍ରୁତଗତିରେ ଚାଲି ଯିବାକୁ ଚେଷ୍ଟା କରୁଥିବା କାର ଓ ଟ୍ରକକୁ ଧରିବା ସହ ୬ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ୪ ଜଣ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ ।
Inflation has eased, but its persistence at elevated levels warrants policy responses

Mumbai, Aug 18: Even though India's inflation has eased, it still remained above the Reserve Bank of India's (RBI) tolerance band and hence it warrants appropriate policy responses to anchor expectations going forward.
"Easing of supply chain pressures and the recent ebbing of commodity prices
Download Argus News App
