ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଜବତ କାରର ମୁଖ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ଗିରଫ ହୋଇଥିବା ତିନି ଜଣ ଚାଲାଣକାରୀ ହେଲେ ରାଜେଶ ମଜୁମଦାର, ଧ୍ରୁବ ମଣ୍ଡଳ ଓ ବିଜୟ ରଜକ । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ସୂଚନା ଦେଇଛନ୍ତି ଉପ ଅଧିକ୍ଷକ ପ୍ରତାପ କୁମାର ଦାସ ।
ଗାଡିର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲଣ

ଅର୍ଗସ ବ୍ୟୁରୋ : ଦାମି କାରରେ ସିକ୍ରେଟ ଚାମ୍ବର କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ । ଖବର ଚଢାଉ କରି ୧୨୦ କେଜି ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏହା ସହ ଚାଲାଣ ହେଉଥିବା ଦାମି କାର ମଧ୍ୟ ଜବତ କରାଯାଇଛି ।
Download Argus News App
