ଅଭିଯୋଗ ପରେ କେନ୍ଦୁଝର ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍ ବଡତିରା ଗାଁରେ ଚଢାଉ କରିଥିଲା । ଚଢାଉ ସମୟରେ ଗାଁର ଚମ୍ପାବତି ନାୟକଙ୍କ ଠାରୁ ୫କେଜି ଓ ସୁରେନ୍ଦ୍ର ନାୟକଙ୍କ ଠାରୁ ୧କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
ଅର୍ଗସ ବ୍ୟୁରୋ : ଗଞ୍ଜେଇ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଦୁଇ ଜଣ । ୬କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ବେପାର ଚାଲିଥିବା ଅଭିଯୋଗ ହୋଇଥିଲା ।