ସେ କଟକ ଏସିବିକୁ ସ୍ଥାନାନ୍ତର ହୋଇଛନ୍ତି। ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି। ଗାଁ ଲୋକ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି। ତଣ୍ଟି କାଟିବାର କାରଣ ସ୍ପଷ୍ଟ ହୋଇନାହିଁ।
7 ବର୍ଷ ନାବାଳିକାର ତଣ୍ଟି କାଟିଲା ଯୁବକ

ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଚିକିଟି ସୋରଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ 7 ବର୍ଷ ନାବାଳିକାର ତଣ୍ଟି କାଟି ଦେଇଛନ୍ତି। ନାବାଳିକା ଜଣକ ବୁଦ୍ଧିଆ ବେହେରାଙ୍କ ଝିଅ।
Download Argus News App
