ହେଲେ ତହସିଲଦାର ରାଗି ଯାଇ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀ ତହସିଲଦାରଙ୍କ ଗାଡିକୁ ଅଟକ ରଖିବା ସହ ପାଟିତୁଣ୍ଡ କରିଥିଲେ । କେଉଁ ଅଧିକାରରେ ତହସିଲଦାର ମାଡ଼ ମାରିଲେ ବୋଲି ପ୍ରଶ୍ନ କରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି । ତେବେ ଘଟଣାସ୍ଥଳରେ ପୁଲିସ ପହଁଚି ବୁଝାସୁଝା କରୁଛି ।