ଯାହାକୁ ନେଇ କେନ୍ଦ୍ରାପଡାବାସୀ ଦାବି କରିଛନ୍ତି କି, ଆମକୁ ଆମ ହସ୍ପିଟାଲ ଫେରାଇ ଦିଅ।
ଅର୍ଗସ ବ୍ୟୁରୋ: ଆମ ହସ୍ପିଟାଲ ଆମକୁ ଫେରାଇ ଦିଅ। ମୁଖ୍ୟ ହସ୍ପିଟାଲ ତ ନେଇଗଲ, ହେଲେ ଆମକୁ ଏବେ ଗୋଟେ ସିଟି ହସ୍ପିଟାଲ ଦିଅ। ତେବେ ଏ ଗୁହାରି ହେଉଛି ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡା ବାସୀଙ୍କର। ରାଜ୍ୟ ସରକାର କେନ୍ଦ୍ରାପଡାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପରିବର୍ତ୍ତେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିବା ଏବେସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ପାଲଟିଛି।
ଯାହାକୁ ନେଇ କେନ୍ଦ୍ରାପଡାବାସୀ ଦାବି କରିଛନ୍ତି କି, ଆମକୁ ଆମ ହସ୍ପିଟାଲ ଫେରାଇ ଦିଅ।